ଗୁଜୁରାଟ ହସ୍ପିଟାଲରେ ନିଆଁ: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧୬ଗୁରୁତର କରୋନା ଆକ୍ରାନ୍ତ

ସୁରଟ: ପୁଣି କୋଭିଡ ହସ୍ପିଟାଲରେ ନିଆଁ। ଗୁଜୁରାଟର ସୁରଟରେ ଥିବା ଏକ କୋଭିଡ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଆଇସିୟୁରେ ଥିବା ସମସ୍ତ ୧୬ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ରବିବାର ରାତି ପ୍ରାୟ ୧୧.୪୦ ସମୟରେ ସୁରଟର ଷ୍ଟେସନ ରୋଡରେ ଥିବା କୋଠାର ପଞ୍ଚମ ମହଲାରେ ଅବସ୍ଥିତ ଆୟୁଷ … Continue reading ଗୁଜୁରାଟ ହସ୍ପିଟାଲରେ ନିଆଁ: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧୬ଗୁରୁତର କରୋନା ଆକ୍ରାନ୍ତ